ଅସୁରକ୍ଷିତ ଅବସ୍ଥାରେ ବଳରାମ ଦାସଙ୍କ ସ୍ମୃତି ମଣ୍ଡପ

ସିଏ ଥିଲେ ମହାପ୍ରଭୁଙ୍କ ସଖା । ମହାପ୍ରଭୁଙ୍କ ଅଜା। କେତେବେଳେ ମହାପ୍ରଭୁଙ୍କ ସହ ପଣସ ଚୋରି କରିଛନ୍ତି । ତ କେତେବେଳେ ମହାଲକ୍ଷ୍ମୀଙ୍କଠାରୁ ଗାଳି ଶୁଣିଛନ୍ତି । ସେ ହେଉଛନ୍ତି କାଳିଆ ସାଆନ୍ତଙ୍କ ବଡ଼ ଭକ୍ତ । ପଞ୍ଚସଖାଙ୍କ ଭିତରେ ଶ୍ରେଷ୍ଠ ମତ୍ତ ବଳରାମ ଦାସ । ଓଡ଼ିଆ ଜାତିର ସଂସ୍କାର ଗୀତିକା ଲକ୍ଷ୍ମୀପୂରାଣ, ବଡ଼ଠାକୁରଙ୍କ ପଣସଖିଆ ଉପାଖ୍ୟାନ ଆଉ ସାତଲହଡି ମଠ ଏ ସବୁର ମୁକସାକ୍ଷୀ ହୋଇ ରହିଛି ଭକ୍ତ ମତ୍ତ ବଳରାମଦାଶଙ୍କର ।

Leave a Reply

Your email address will not be published. Required fields are marked *