ସଦାଶିବ ସଂସ୍କୃତ ମହାବିଦ୍ୟାଳୟ ଠାରେ ଜ୍ୟୋତିଷ ବିଭାଗର ଏକ ପ୍ରଶିକ୍ଷଣ କର୍ମଶାଳା

ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟଠାରେ ଜ୍ୟୋତିଷ ବିଭାଗର ଏକ ପ୍ରଶିକ୍ଷଣ କର୍ମଶାଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ଖଗେଶ୍ୱର ମିଶ୍ରଙ୍କ ଅଧକ୍ଷତା ରେ ଅନୁଷ୍ଠିତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ବିଜେନ୍ଦ୍ର କୁମାର ଶର୍ମା, ସମ୍ମାନିତ ଅତିଥିଭାବେ ପ୍ରଫେସର ଅତୁଲ କୁମାର ନନ୍ଦ, ଡକ୍ଟର ବିଶ୍ୱରଞ୍ଜନ ପତି, ଡକ୍ଟର ବିଜୟଲକ୍ଷ୍ମୀ ମହାପାତ୍ର, ଡକ୍ଟର ଜ୍ୟୋତିପ୍ରସାଦ ଦାସ ଓ ଡ଼କ୍ଟର ଗଣେଶ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ର ଶୁଭଉଦ୍ଘାଟନ କରିଥିଲେ ଏହି କର୍ମଶାଳା 24 ତାରିଖ ପର୍ଯ୍ୟନ୍ତ ଚାଲିବ l ଏହାଦ୍ୱାରା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ସମସ୍ତ ଗ୍ରହ ନକ୍ଷେତ୍ର ଗଣନା ବିଷୟରେ ସଠିକ ପରାମର୍ଶ ପାଇପାରିବେ l

Leave a Reply

Your email address will not be published. Required fields are marked *